Jump to content

କଳୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳୁଆ
ଉଚ୍ଚାରଣ: Kaḻuā

ଦେ. ବିଣ (ସଂ. କଳାବାନ୍)

୧: କୌଶଳୀ; ଦାଉଁପେଁଚ— ବାଲା —୧. Artful; tactful.

୨: ୟନ୍ତ୍ରଚାଳନାରେ ଦକ୍ଷ —୨. Mechanic; skilled in controlling machinery.

୩: ଯେ ସୁବିଧା ଦେଖି କାମ କରେ — ୩. Opportunist.