Jump to content

କଳୁଷନାଶନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳୁଷନାଶନ
ଉଚ୍ଚାରଣ: Kaḻushanāṡana
(କଳୁଷନାଶନୀ—ସ୍ତ୍ରୀ)

ସଂ. ବିଣ. ଫୁ (କଳୁଷ+ନାଶି ଧାତୁ =ବିନାଶ କରିବା +କର୍ତ୍ତୃ. ଅନ) —

ପାପନାଶକ (ପରମେଶ୍ବର) — One who makes sins vanish; eradicating sins.

ସଂ. ବି. ଫୁ —

ପରମେଶ୍ବର —An epithet of God.