Jump to content

କଳେଇଚୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳେଇଚୁଣୀ
ଉଚ୍ଚାରଣ: Kaḻeichuṇī

ଦେ. ବିଣ. ସ୍ତ୍ରୀ. (ଗାଳିରେ ବ୍ୟବହୃତ) —

କଳିହୁଡ଼ୀ (ସ୍ତ୍ରୀ) — Quarrelsome (woman)

ପ୍ରାଦେ. (ଗଡ଼ଜାତ) ବିଣ. ସ୍ତ୍ରୀ —

ବିଟପୀ (ସ୍ତ୍ରୀ) — Adulteress; unchaste.