କଳ୍କୀ
ଦେଖଣା
କଳ୍କୀ —
ଉଚ୍ଚାରଣ: Kaḻkī
ସଂ. ବି. (କଳ୍କ+ଇନ୍; ୧: ମା. ୧: ବ.) —
ବିଷ୍ଣୁଙ୍କର କଳିୟୁଗର ଶେଷାବତାର —The ୧୦th and last incarnation of Bishnu in the Kaḻi Age in which He will deliver the world from sin by destroying the wicked with his sword, riding on a horse.
[ଦ୍ର—ଏହି ଅବତାରରେ ବିଷ୍ଣୁ ଘୋଡ଼ାରେ ଚଢ଼ି ଖଣ୍ଡାଦ୍ବାରା ଦୁଷ୍ଟମାନଙ୍କୁ ସଂହାର କରି ପୃଥିବୀକୁ ପାପରୁ ଉଦ୍ଧାର କରିବେ ବୋଲି କଳ୍କିପୁରାଣରେ ଲେଖାଅଛି]