କଳ୍ପକ
ଦେଖଣା
କଳ୍ପକ —
ଉଚ୍ଚାରଣ: Kaḻpaka
ସଂ. ବି. (କୃପ ଧାତୁ=ଛେଦନ କରିବା; ପାରଗ ହେବା+ କର୍ତ୍ତୃ. ଅକ) —
୧: ଭଣ୍ଡାରି (ଶବ୍ଦମାଳା) —୧. Barber.
୨: କର୍ଚ୍ଚର; କଚୁରି (ଭାବ ପ୍ରକାଶ) — ୨. A kind of cake.
(କଳ୍ପିକା—ସ୍ତ୍ରୀ)
ସଂ. ବିଣ. ପୁଂ —
୧: କଳ୍ପନାକାରୀ —୨. Imagining.
ଶୁଣ ହେ କଳ୍ପକ ଜନେ ଏ ଚରିତ ରସି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
୨: ଛେଦନକାରୀ —୨. Cutting.
୨: ରଚକ —୨. Composing.
୪: ଆରୋପକ —୪. Attributing.