Jump to content

କଳ୍ପତରୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପତରୁ
ଉଚ୍ଚାରଣ: Kaḻpataru

ସଂ. ବି. (ମ. ପ. ଲୋ; କଳ୍ପ=ଅଭପ୍ରାୟ+ତରୁ) —

କଳ୍ପବଟ ୧: (ଦେଖ) Kaḻpabaṭa ୧ (See)

ଦେ. ବି. ପୁଂ —

ପୁରୁଷଙ୍କ ନାମ — A name given to males.