Jump to content

କଳ୍ପତରୁ ଦାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପତରୁ ଦାନ
ଉଚ୍ଚାରଣ: Kaḻpataru dāna

ସଂ. ବି —

ଦାନସାଗରୋକ୍ତ ମହାଦାନବିଶେଷ — A kind of gift to Brahmans laid down in Dāna Sāgara.

[ଦ୍ର—ଏଥିରେ ସୁବର୍ଣ୍ଣ ନିର୍ମିତ ବୃକ୍ଷ ଦକ୍ଷିଣା ସହିତ ବ୍ରାହ୍ମଣଙ୍କୁ ଦାନ କରାଯାଏ]