କଳ୍ପନ
ଦେଖଣା
କଳ୍ପନ —
ଉଚ୍ଚାରଣ: Kaḻpana
(କଳ୍ପିତ—ବିଣ)
ସଂ. ବି. (କୃପ ଧାତୁ+ଭାବ. ଅନ) —
୧: ମିଥ୍ୟା ବଚନ — ୧. Contrivance; fabrication.
୨: ମିଥ୍ୟାକଳଙ୍କାରୋପ —୨. Flase impnatation.
୩: ଉଦ୍ଭାବନ —୩. Scheme; design; invention.
୪: ନବନବୋଦ୍ଭାବନ ଶକ୍ତି — ୪. Power of invention.
୫: ସମ୍ଭାବନା; ମନରୁ କୌଣସି କଥା ଗଢ଼ିବା — ୫. Imagination; fancy.
୬: ସଂକଳ୍ପ; ନିର୍ଦ୍ଧାରଣ — ୬. Contemplation; resolve.
୭: ମାନସ; ମନର ଭାବ —୭. Conception.
୮: ନ୍ୟାୟଶାସ୍ତ୍ର; ଅନୁମାନ — ୮. (logic) Induction; inference; fancy.
୯: ମନନ —୯. Recollection.
୧: ସାମର୍ଥ୍ୟ —୧୦. Power; capacity.
୧୧: ପର୍ୟ୍ୟାପ୍ତି —୧୧. Sufficence.
୧୨: (କୃପ ଧାତୁ+ଭାବ ଅନ)— ଛେଦନ (ତ୍ରିଖଣ୍ଡ ଶେଷ) — ୧୨. Cutting.
୧୩: (କୃପ ଧାତୁ+କର୍ମ. ଅନ) ନାୟକାଭୋହଣାର୍ଥ ଗଜ— ସଜ୍ଜୀକରଣ — ୧୩. Fitting or equipping of an elephant for a ride.