Jump to content

କଳ୍ପନାପ୍ରସୂତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପନାପ୍ରସୂତ
ଉଚ୍ଚାରଣ: Kaḻpanā prasūta

ସଂ. ବିଣ. (୫: ମୀ ତତ୍, କଳ୍ପନା+ପ୍ରସ୍ତୁତ) —

୧: କାଳ୍ପନିକ; ଆନୁମାନିକ; ଆବାସ୍ତବ — ୧. Fictitious; imaginary; resulting from fancy; having no existence in fact; born of fancy.

୨: କଳ୍ପନା ବା ଇଚ୍ଛା କରିବାମାତ୍ରେ ଜାତ; ମୀନସସମ୍ଭୁତ — ୨. Born according to one's desire; miraculously born without conception in the mother's womb.