Jump to content

କଳ୍ପନାଫଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପନାଫଳ
ଉଚ୍ଚାରଣ: Kaḻpanāphaḻa

ଦେ. ବି. —

୧: କଳ୍ପନାରୂପ ଫଳ — ୧. Fancy compared to a fruit.

୨: କଳ୍ପନା ଶକ୍ତି ଚାଳନ ଜନିତ ବସ୍ତୁ — ୨. The result of exercising one's power of imagination.

ଦେ. ବିଣ. —

କଳ୍ପନାନୁରୂପ ଫଳଦାନକାରୀ (ବୃକ୍ଷାଦି) — (trees) Giving fruits according to one's desires.

କଳ୍ପନା—ଫଳ ତରୁଗଣେ କଳ୍ପ ଆଛାଦି ଫଳମାନେ—ଭୁପତି. ପ୍ରେମପଞ୍ଚାମୃତ