Jump to content

କଳ୍ପନାଶକ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପନାଶକ୍ତି
ଉଚ୍ଚାରଣ: Kaḻpanāṡakti

ସଂ. ବି. (୬: ଷ୍ଠୀ ତତ୍; କଳ୍ପନା+ଶକ୍ତି) —

୧: ନବନବୋଭାବନ ଶକ୍ତି — ୧. Inventive genius.

୨: ଅନୁମାନ କରିବାର କ୍ଷମତା — ୨. Power of imagination.