Jump to content

କଳ୍ପନା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପନା କରିବା
ଉଚ୍ଚାରଣ: Kaḻpanā karibā
ক্পনাকরা कल्पना करना

ଗ୍ରା. କ୍ରି. (ସଂ. କାର୍ପଣ୍ୟ) —

୧: ଆନ୍ତରିକ ଅସନ୍ତୋଷ ହେବା — ୧. To be dissatsfied at heart.

୨: କୌଣସି ଅଲଭ୍ୟ ବସ୍ତୁକୁ ଲାଭ କରିବା ନିମନ୍ତେ ହୃଦୟରେ ଇଚ୍ଛା ପୋଷଣ କରିବା — ୨. To inwardly hanker after an unattainable thing.

୩: କୌଣସି ପଦାର୍ଥ ଦାନ କରିବା ସମୟରେ ମନର ଅସ୍ବଚ୍ଛତା ରଖିବା — ୩. Not to be inwardly frank while giving away a thing.

ଦେ. କ୍ରି. (ସଂ. କଳ୍ପନା)

୧: ଅନୁମାନ କରିବା — ୧. To imagine.

୨: ମନରେ ସଂକଳ୍ପ କରିବା —୨. To conceive.

୩: ମିଥ୍ୟାରେ ରଚନା କରିବା —୩. To contrive.

୪: ଉପାୟ ସ୍ଥିର କରିବା —୪. To plan.

୫: ଅବାସ୍ତବ ପଦାର୍ଥକୁ ବାସ୍ତବ ବୋଲି ଭାବନା କରିବା — ୫. To take an imaginary thing to exist.