Jump to content

କଳ୍ପନା କୁସୁମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପନା କୁସୁମ
ଉଚ୍ଚାରଣ: Kaḻpanā kusuma

ସଂ. ବି. (ମ. ପ. ଲୋ; କଳ୍ପନାଦ୍ବାରା ଅନୁମିତ କୁସୁମ କିମ୍ବା କଳ୍ପନାରୁ ପ୍ରସ୍ତୁତ କୁସୁମ) —

କଳ୍ପନାଦ୍ବାରା ଅନୁମିତ ପଦାର୍ଥ; ଆକାଶକୁସୁମ; ଅବାସ୍ତବ ବିଷୟ —A flower of the skies; a freak of fancy; a castle in the air; imaginary thing; a thing having no actual existence.