Jump to content

କଳ୍ପନା ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପନା ହେବା
ଉଚ୍ଚାରଣ: Kaḻpanā hebā

ଗ୍ରା. କ୍ରି. (ସଂ. କାର୍ପଣ୍ୟ) —

୧: ମନେ ମନେ ଅସନ୍ତୁଷ୍ଟ ହେବା — ୧. To be dissatisfied at heart.

୨: କୌଣସି ପଦାର୍ଥ ଦାନ କରି ମନରେ କୁଣ୍ଠା ବୋଧ କରିବା —୨. To be dissatisfied after giving away a thing.