Jump to content

କଳ୍ପନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପନୀ
ଉଚ୍ଚାରଣ: Kaḻpanī

ସଂ. ବି. (କୃପ ଧାତୁ+କରଣ ଅନ+ସ୍ତ୍ରୀ. ଈ) —

କର୍ତ୍ତନୀ; କତୁରୀ (ହେମଚନ୍ଦ୍ର) —Scissors.