Jump to content

କଳ୍ପବଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପବଟ
ଉଚ୍ଚାରଣ: Kaḻpabaṭa

ସଂ. ବି. (ମଧ୍ୟପଦଲୋପୀ କର୍ମଧାରୟ; କଳ୍ପସ୍ଥାୟୀ ବଟ) —

୧: ଇନ୍ଦ୍ରଙ୍କ ନନ୍ଦନକାନନସ୍ଥ ଅଭୀଷ୍ଟଫଳଦ ବଟ— ବୃକ୍ଷ —୧. The Banyan tree of plenty in the garden of Indra, which showers anything an applicant desires when approaching it; a mythological tree of Indra's paradies supposed to grant all desires.

୨: କଳ୍ପାନ୍ତସ୍ଥାୟୀ ବଟ ବୃକ୍ଷ — ୨. The deluge-surviving Banyan tree, sitting on which Visnu begins creation anew.

[ଦ୍ର—ପୁରାଣ ମତରେ ମହାପ୍ରଳୟରେ ସମସ୍ତ ଜଗତର ଧ୍ଵଂସ ହେଲେ କେବଳମାତ୍ର ଏହି ବୃକ୍ଷ ବଞ୍ଚିରହେ ଓ ଏହା ଉପରେ ବସି ବିଷ୍ଣୁ ପୁନର୍ବାର ସୃଷ୍ଟି ଆରମ୍ଭ କରନ୍ତି]

୩: (ଲକ୍ଷଣାର୍ଥ) ମହାଦାତା ବ୍ୟକ୍ତି — ୩. (figurative) A man of great liberality and munificence.