Jump to content

କଳ୍ପସୂତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପସୂତ୍ର
ଉଚ୍ଚାରଣ: Kaḻpasūtra

ସଂ. ବି (କଳ୍ପ=ବେଦୋକ୍ତ ବିଧି+ସୂତ୍ର) —

ବୈଦିକ ବିଧି ଲିପିବଦ୍ଧ ହୋଇଥିବା ଗ୍ରନ୍ଥ ବା ବ୍ୟବସ୍ଥା ଶାସ୍ତ୍ର — A manual of rituals; a manual of Vedic rules; a book laying down rules of conduct.