Jump to content

କଳ୍ପାନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପାନ୍ତ
ଉଚ୍ଚାରଣ: Kaḻpānta

ସଂ. ବି (୬: ଷ୍ଠୀ ତତ୍; କଳ୍ପ+ଅନ୍ତ) —

୧: କଳ୍ପକାଳର ଅବସାନ; ୟୁଗାନ୍ତ —୧. The end of time; end of a Kaḻpa.

ନିଶାରମଣ କର, କଳିକାକଣ ତୋର, ହୋଇୟିବ କଳ୍ପାନ୍ତ କାଳ ଖରା — କବିସୂର୍ଯ୍ୟ. କିଶୋରୀଚମ୍ପୂ. ନ. ଗୀତ