Jump to content

କଳ୍ପାନ୍ତର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପାନ୍ତର
ଉଚ୍ଚାରଣ: Kaḻpāntra

ସଂ. ବି (କର୍ମଧା; ଅନ୍ୟ+କଳ୍ପ) —

୧: ଅନ୍ୟ କଳ୍ପ — ୧. Another Kaḻpa or age of the earth's existence.

୨: ଅନ୍ୟ ବିଧି —୨. Another or an alternative precept.