Jump to content

କଳ୍ପାନ୍ତସ୍ଥାଯୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପାନ୍ତସ୍ଥାୟୀ
ଉଚ୍ଚାରଣ: Kaḻpāntasthāyī
(କଳ୍ପାନ୍ତସ୍ଥାୟିନୀ—ସ୍ତ୍ରୀ)

ସଂ. ବିଣ. ପୁଂ (କଳ୍ପାନ୍ତ+ସ୍ଥାୟିନ୍; ୧: ମା. ୧: ବ) —

୧: ଚିରସ୍ଥାୟୀ; ଅମର; ଅବିନାଶୀ — ୧. Premanent; indestructible; living for ever.

୨: କଳ୍ପକାଳର ଶେଷ ପର୍ଯ୍ୟନ୍ତ ଯେ ରହେ ବା ବଞ୍ଚେ — ୨. That which lives to the end of a Kaḻpa; enduring till the end of time.