Jump to content

କଳ୍ପ ଆଯୁଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ପ ଆୟୁଷ
ଉଚ୍ଚାରଣ: Kaḻpa āyusha

ଦେ. ବିଣ. (ପଦ୍ୟ) (ସଂ. କଳ୍ପାୟୁଃ) —

କଳ୍ପାୟୁଃ; ଯେ ଏକ କଳ୍ପ ବଞ୍ଚନ୍ତି —

କଳ୍ପ ଆୟୁଷ ସିଦ୍ଧ ଗଣେ, ୟହିଁ ରମନ୍ତି ଅନୁକ୍ଷଣେ—ଜଗନ୍ନାଥ. ଭାଗବତ