କଳ୍ମାଷ
ଦେଖଣା
କଳ୍ମାଷ —
ଉଚ୍ଚାରଣ: Kaḻmāsha
ସଂ. ବି. (କଳ+ମକ୍ଷ ଧାତୁ=ହାନି କରିବା+କର୍ତ୍ତ. ଅ; ଯେ ଅନ୍ୟ ବର୍ଣ୍ଣକୁ ନଷ୍ଟ କରେ) —
୧: ବିଚିତ୍ର ବର୍ଣ୍ଣ —୧. Variegated colour.
୨: ଶ୍ବେତ କୃଷ୍ଣ ମିଶ୍ରିତ ବର୍ଣ୍ଣ — ୨. Brown colour; white and black colour.
୩: କୃଷ୍ଣବର୍ଣ୍ଣ —୩. Black colour.
୪: ରାକ୍ଷାସ —୪. Demon; goblin.
୫: ଦୈତ୍ୟବିଶେଷ — ୫. Name of a demon.
୬: ନାଗବିଶେଷ — ୬. Name of a mythological serpent.
୭: ଅଗ୍ନି ବିଶେଷ — ୭. Name of a Sacrificial fire.
୮: ସୂର୍ଯ୍ୟଙ୍କ ଅନୁଚରବିଶେଷ; ୟମ — ୮. Name of a attendant of the Sun-god, identifed to be J̄ama.
୯: ହରିଣବିଶେଷ —୯. A kind of deer (M.W.)
୧: ପୂର୍ବଜନ୍ମରେ ଶାକ୍ୟମୁନିଙ୍କ ନାମ — ୧୦. Name of Ṡākyamuni in former birth.
ସଂ. ବିଣ —
୧: କର୍ବୁର; ବିଚିତ୍ରବର୍ଣ୍ଣବିଶିଷ୍ଟ — ୧. Variegated; black and white; multi-coloured.
୨: ଛପଛପକିଆ; ଟୋପିଟୋପିକିଆ —୨. Spotted.