Jump to content

କଳ୍ମାଷକଣ୍ଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ମାଷକଣ୍ଠ
ଉଚ୍ଚାରଣ: Kaḻmāshakaṇṭha

ସଂ. ବି. ପୁଂ. (ବହୁବ୍ରୀହି; କଳ୍ମାଷ=କୃଷ୍ଣବର୍ଣ୍ଣବିଶିଷ୍ଟ+ କଣ୍ଠ) —

ନୀଳକଣ୍ଠ; ଶିବ — A name of Ṡiba.

[ଦ୍ର—ସମୁଦ୍ରମନ୍ଥନକାଳରେ ବିଷପାନ କରିଥିବାରୁ ଏହାଙ୍କର କଣ୍ଠ ନୀଲବର୍ଣ୍ଣ ହୋଇଥିଲା, ତେଣୁ ଶିବଙ୍କର ଏହି ନାମ]