Jump to content

କଳ୍ମାଷପାଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଳ୍ମାଷପାଦ
ଉଚ୍ଚାରଣ: Kaḻmāshapāda

ସଂ. ବି. ପୁଂ. (ନାମ) —

ରାଜା ସୌଦାସ — A name of king S&aline;&uline;dāsa.

[ଦ୍ର—ବଶିଷ୍ଠପୁତ୍ର ଶକ୍ତିଙ୍କ ଅଭିଶାପରେ ଏ ରାକ୍ଷସତ୍ବ ପ୍ରାପ୍ତ ହୋଇଥିଲେ, ଏ କଳ୍ମାଷୀନଦୀତୀରବାସୀ ଭୃଗୁଙ୍କ ଶିଷ୍ୟ ଥିଲେ; ଏ ଇକ୍ଷ୍ବାକୁଙ୍କ ବଂଶଧର]