Jump to content

କଶାଘାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଶାଘାତ
ଉଚ୍ଚାରଣ: Kaṡāghāta

ସଂ. ବି. (୩: ୟା ତତ୍; କଶା+ଆଘାତ)

ଚାବୁକ୍ ମାଡ଼ — Flogging; whipping;a cut with the whip.

ଜାଣିଲା ତୋହରି କଶାଘାତେ ଶିଖି ଦୈବ୍ଦ ନ ଡରଇ ନର—ଭ୍ରୂକୁଟୀ କି ରାଧାନାଥ. ଚିଲିକା