କଶାର୍ହ
ଦେଖଣା
କଶାର୍ହ —
ଉଚ୍ଚାରଣ: Kaṡārha
ସଂ. ବିଣ (କଶା+ଅର୍ହ ଧାତୁ=ଯୋଗ୍ୟ ହେବା+କର୍ତ୍ତୃ. ଅ) —
ଚାବୁକମାଡ଼ ଖାଇବା ଉପଯୁକ୍ତ; କଶାଘାତ— ଯୋଗ୍ୟ —Fit to be whipped; deserving a whipping.