କଶ୍କଶ୍
ଦେଖଣା
କଶ୍କଶ୍ —
ଉଚ୍ଚାରଣ: Kaṡkaṡ
কস্কস্
कसमस; मान्दा
ଦେ. ଅ —
ରୋଗ ଆକ୍ରମଣ କରିବା ପୂର୍ବରୁ ବ୍ଯଥାଯୁକ୍ତ ବା ବ୍ୟାକୁଳ (ଶରୀର) —(body of a person) Feeling languid before the attack of disease.
[ଦ୍ର—ଜ୍ବର ଆଦି ଆକ୍ରମଣ କରିବା ପୁର୍ବରୁ ଦେହ ଭିଡ଼ିମୋଡ଼ି ହୁଏ ଓ ଆଲସ୍ୟ ବୋଧ ହୁଏ; ଏହାକୁ ଦେହ କଶ୍କଶ୍ ହେବା କହନ୍ତି]