Jump to content

କଶ୍ଚନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଶ୍ଚନ
ଉଚ୍ଚାରଣ: Kaṡchana
(କାଚନା—ସ୍ତ୍ରୀ)

(କିଞ୍ଚନ—କ୍ଳୀବ)

ସଂ. ସର୍ବ. ପୁଂ. (କଃ+ଚନ) —

୧: ଯେ କେହି (ବ୍ୟକ୍ତି) — ୧. Any person (male)

୨: କୌଣସି (ବ୍ୟକ୍ତି) — ୨. Some one (male)