କଶ୍ମୀରଜ
ଦେଖଣା
କଶ୍ମୀରଜ —
ଉଚ୍ଚାରଣ: Kaṡmīraja.
ସଂ. ବି. (କଶ୍ମୀର+ଜନ୍ ଧାତୁ+କର୍ତ୍ତୃ. ଅ; ଏ କାଶ୍ମୀର ଦେଶରେ ଜନ୍ମ) —
ଜାଫ୍ରାନ —Saffron.
ସଂ. ବିଣ. —
କାଶ୍ମୀରଦେଶଜାତ — Produced in Kashmere.
କଶ୍ମୀରଜ —
ଉଚ୍ଚାରଣ: Kaṡmīraja.
ସଂ. ବି. (କଶ୍ମୀର+ଜନ୍ ଧାତୁ+କର୍ତ୍ତୃ. ଅ; ଏ କାଶ୍ମୀର ଦେଶରେ ଜନ୍ମ) —
ଜାଫ୍ରାନ —Saffron.
ସଂ. ବିଣ. —
କାଶ୍ମୀରଦେଶଜାତ — Produced in Kashmere.