Jump to content

କଶ୍ମୀରଜନ୍ମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଶ୍ମୀରଜନ୍ମା
ଉଚ୍ଚାରଣ: Kaṡmīrajanmā

ସଂ. ବି. (ବହୁବ୍ରୀହି; କଶ୍ମୀର+ଜନ୍ମନ୍;୧: ମା. ୧: ବ; ଏହା କାଶ୍ମୀର ଦେଶରେ ଜନ୍ମିବାରୁ) —

କୁଙ୍କୁମ ଜାଫ୍ରାନ୍ —Saffron.