Jump to content

କଷଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷଟି
ଉଚ୍ଚାରଣ: Kashaṭi

ବୈଦେ. ବି. (ସଂ. କଷପଟ୍ଟିକ; କଷ୍ଟି) —

କଷ୍ଟିପଥର — Touchstone.

ଯେସନେ କାଞ୍ଚନ ଦହନ କରିଟି କଷଟିରେ ବଷାଇଲେ ବିଶ୍ବନାଥ. ବିଚିତ୍ରରମାୟଣ

ଦେ. ବିଣ —

କଶଟିଆ (ଦେଖ) Kashaṭiā (See)