Jump to content

କଷାକଷି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷାକଷି
ଉଚ୍ଚାରଣ: Kashākashi
কষাকষি कसकम्स

ଦେ. ବି —

୧: ଘୋଡ଼ା ଆଦିକୁ ସଜ୍ଜିତ କରିବା କର୍ମମାନ — ୧. Equipping of horses etc.

୨: ଦରଦାମ୍ରେ ଧିକିମାକି ହେବା — ୨. Haggling and higgling; bargaining.

୩: ଟଣାଓଟରା; ଟଣାଟଣି; ଭିଡ଼ାଭୢଡ଼ି — ୩. Pulling; tugging.

୪: ନଅଣ୍ଟ ହେବା; ଅନାଟନ — ୪. Not being enough; insufficiency.

୫: କଷ୍ଟରେ ଚଳିବା — ୫. Going on with difficulty.

୬: କୃପଣତା; ବ୍ୟୟକୁଣ୍ଠତା — ୬. Miserliness; niggardliness.

୭: ପରୀକ୍ଷା; ରତ୍ନ ଓ ଧାତୁ ଆଦିର କଷଟିଦ୍ବାରା ପରଖ — ୭. Examination; testing of metal and gems.

୮: ପରସ୍ପର ବଳ ପରଖାପରଖି — ୮. Mutual testing of strength.

ଦେ. ବିଣ —

ଅନ୍ଯୋଽନ୍ୟର ବଳ ପରୀକ୍ଷାକାରୀ; ବଳ କଷାକଷି — Testing each other's strength.

ସେ କାଳେ ଗୁରୁ ଶିଷ୍ୟ ହୋଇ ମିଶାମିଶି, ହେଲେ ଶରମୁନ ଦେହରେ କଷାକଷି—କୃଷ୍ଣସିଂହ. ମହାଭାରତ. ବନ