Jump to content

କଷାଯିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷାୟିତ
ଉଚ୍ଚାରଣ: Kashāyita

ସଂ. ବିଣ. (କଷାୟ+ଯୁକ୍ତାର୍ଥେ ଇତ) —

୧: ରଞ୍ଜିତ; ବିଲେପିତ — ୧. Coloured tinged; stained.

୨: ଲୋହିତବର୍ଣ୍ଣରଞ୍ଜିତ — ୨. Redcoloured; reddened; dyed red.

୩: ରକ୍ତ ପୀତବର୍ଣ୍ଣମିଶ୍ରିତ — ୩. Reddish yellow.