Jump to content

କଷାଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷାଳିଆ
ଉଚ୍ଚାରଣ: Kashāḻiā
কষাচিয়া कसला

ଦେ. ବିଣ. —

୧: ଅଳ୍ପ କଷା; ଈଷତ୍ କଷାୟ ସ୍ବାଦଯୁକ୍ତ — ୧. Slightly astringent in taste.

୨: ସାମାନ୍ୟ ରଞ୍ଜିତ — ୨. Slightly coloured; light-coloured.