କଷିତ
ଦେଖଣା
କଷିତ —
ଉଚ୍ଚାରଣ: Kashita
ସଂ. ବିଣ. (କଷ୍ ଧାତୁ=ପରୀକ୍ଷା କରିବା+କର୍ମ. ତ) —
୧: କଷଟିରେ ପରୀକ୍ଷିତ (ସୁନା) — ୧. (gold) Tested with touchstone.
୨: ଆଘାତପ୍ରାପ୍ତ —୨. Hurt.