Jump to content

କଷୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷୁଆ
ଉଚ୍ଚାରଣ: Kashuā
কষাটিয়া कसैला

ଦେ. ବିଣ. (ସଂ. କଷାୟ)

୧: ଈଷତ୍ କଷାୟ ସ୍ବାଦବିଶିଷ୍ଟ — ୧. Slightly astringent in flavour or taste.

୨: ଅଠାଳିଆ —୨. Gummy.

୩: ରସଯୁକ୍ତ —୩. Juicy.