Jump to content

କଷୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷୁଣୀ
ଉଚ୍ଚାରଣ: Kashuṇī

ଦେ. ବି. (ସଂ. କର୍ଷଣୀ) —

୧: ଯୋଦ୍ଧାମାନେ ଯୁଦ୍ଧ କଲାବେଳେ ଆଙ୍ଗୁଠିକୁ ଆଘାତରୁ ଘୋଡ଼ାଇରଖିବା ପାଇଁ ଆଙ୍ଗୁ— ଠିରେ ଲଗାଇବା ଚମଡ଼ା ଦସ୍ତାନା; କଷଣି — ୧. A leathern golve used to protect the fingers of a warrior from hurt.

ଦୁଇ ଆଙ୍ଗଠିରେ କଷୁଣୀ ଲଗାଇଲେ କୃଷ୍ଣସିଂହ. ମହାଭାରତ. ବନ

୨: ଧନୁର ଗୁଣ ଆକର୍ଷଣ କରିବାପାଇଁ ଅଙ୍ଗୁଳିରେ ଲଗାଇବା ମୁଦିଆ — ୨. A ring worn by archers on the finger to draw the bow.

ସେ ବାମା ନାସାରେ ବିରାଜେ ନଥ; ତୁଣୀର ଉପରେ ସ୍ବକର କଷୁଣୀ ଥୋଇଚିକି ମନମଥ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ