କଷ୍
ଦେଖଣା
କଷ୍ (ଧାତୁ) —
ଉଚ୍ଚାରଣ: Kash (root)
ସଂ —
୧: ଘଷିବା —୧. To rub.
୨: ରାମ୍ପିବା —୨. To scratch.
୩: ଛେଲିବା —୩. To scrape.
୪: କୁଣ୍ଡ଼େଇ ହବା —୪. To itch.
୫: କଷଟିପଥରରେ ଘଷି ପରୀକ୍ଷା କରିବା — ୫. To rub with a touchstone; to test.
୬: ଆଘାତ କରିବା —୬. To hurt.
୭: ବଧ କରିବା —୭. To kill; to destroy.