Jump to content

କଷ୍ଟଜୀବୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ୍ଟଜୀବୀ
ଉଚ୍ଚାରଣ: Kashṭajībī
(କଷ୍ଟଜୀବିନୀ—ସ୍ତ୍ରୀ)

ସଂ. ବିଣ. (କଷ୍ଟ+ଜୀବ୍ ଧାତୁ=ଜୀଇଁବା+କର୍ତ୍ତୃ. ଇନ୍ ୧: ମା. ୧: ବ) —

୧: ଯେ କଷ୍ଟରେ ଜୀବିକା ନିର୍ବାହ କରେ —୧. Earning livelihood with great diffculty; earning a scanty livelihood.

୨: ଯେ ଅନେକ କଷ୍ଟ ଭୋଗକରି ବଞ୍ଚିଥାଏ —୨. Living with great suffering.