କଷ୍ଟଫେଡ଼
ଦେଖଣା
କଷ୍ଟଫେଡ଼ —
ଉଚ୍ଚାରଣ: Kashṭapheṟḍ̠a
বউকথাকও
ଦେ. ବି —
ମଧୁରନିନାଦୀ ବନ୍ୟପକ୍ଷିବିଶେଷ — A sweet warbling bird; the Indian cuckoo; Cuculus Micropterus.
ରାବୁଛନ୍ତି ଅଷ୍ଟକାଳେ କଷ୍ଟଫେଡ଼ ଶୁଆ, ନଦୀକୂଳବନ୍ଧୁ, ଶ୍ୟାମା, ସାର. ଚଷାପୁଏ—ରାଧାନାଧ. ମହାୟାତ୍ରା
[ଦ୍ର—କବିବର ରାଧାନାଥ ମହାୟାତ୍ରାର ୩: ୟ ସର୍ଗରେ ସାତକୋଶିଆ ଗଣ୍ଡର ବର୍ଣ୍ଣନାରେ ଏହି ପକ୍ଷୀର ନାମ ଉଲ୍ଲେଖ କରିଅଛନ୍ତି ଓ ତହିଁର ପାଦଟୀକାରେ ଏ ପକ୍ଷୀ ବଙ୍ଗଳାରେ 'ବଉକଥାକଓ' ନାମକ ପକ୍ଷୀ ଥିବାର ଲେଖିଅଛନ୍ତି 'ବଉକଥାକଓ' ଶାଖାଶ୍ରୟୀବର୍ଗର ୧୬୧୭: ଆଙ୍ଗୁଳ ଦୀର୍ଘ ପାଂଶୁବର୍ଣ୍ଣ ପକ୍ଷୀ, ଏହା କୋକିଳ ପରି ପରଭୃତ ଏହାର ଗୋଡ଼ରେ ପର ଅଛି, ମୁଣ୍ଡରେ ଶିଖା ନାହିଁ; ପକ୍ଷ ଅପେକ୍ଷା ପୁଚ୍ଛ ଛୋଟ— (ଯୋଗେଶଚନ୍ଦ୍ର)]