Jump to content

କଷ୍ଟମଷ୍ଟେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ୍ଟମଷ୍ଟେ
ଉଚ୍ଚାରଣ: Kashṭamashṭe
কষ্ঠমষ্ঠে

ଦେ. କ୍ରି. ବିଣ. (ଅନର୍ଥକ ଦ୍ବିତୀୟ ଅଂଶର ପ୍ରଯୋଗ) —

୧: ଅତି କଷ୍ଟରେ; ଅତି ଆୟାସସହକାରେ — ୧. With much difficulty.

୨: ଯେ କୌଣସିମତେ; ଯେନକେନ ପ୍ରକାରେ — ୨. Anyhow.