କଷ୍ଟଯୋନି
ଦେଖଣା
କଷ୍ଟଯୋନି —
ଉଚ୍ଚାରଣ: Kashṭaj̄oni
ସଂ. ବି. (କର୍ମଧା; କଷ୍ଟ+ଯୋନି) —
ନୀଚ ଯୋନି; ନୀଚ ଜନ୍ମ —A mean or low birth.
ପଶୁମାର୍ଗାଚାରୀ ଅଧର୍ମରୁଚି ମୂଢ଼େ, କଷ୍ଟଯୋନିକି ପାଇ ମହାଦୁଃଖେ ପଡ଼େ—କୃଷ୍ଣସିଂହ. ମହାଭାରତ. ବନ