କଷ୍ଟଶ୍ରିତ
ଦେଖଣା
କଷ୍ଟଶ୍ରିତ —
ଉଚ୍ଚାରଣ: Kashṭaṡrita
ସଂ. ବିଣ. ପୁଂ. (୨: ୟା ତତ୍; କଷ୍ଟ+ଶ୍ରିତ) —
୧: କଠୋର ବ୍ରତ ଧାରଣ କରିବା — ୧. Practising a very severe austerity or vow.
୨: କଷ୍ଟ ଭୋଗ କରିଥିବା — ୨. One who has suffered much.
କଷ୍ଟଶ୍ରିତ —
ଉଚ୍ଚାରଣ: Kashṭaṡrita
ସଂ. ବିଣ. ପୁଂ. (୨: ୟା ତତ୍; କଷ୍ଟ+ଶ୍ରିତ) —
୧: କଠୋର ବ୍ରତ ଧାରଣ କରିବା — ୧. Practising a very severe austerity or vow.
୨: କଷ୍ଟ ଭୋଗ କରିଥିବା — ୨. One who has suffered much.