Jump to content

କଷ୍ଟସହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ୍ଟସହ
ଉଚ୍ଚାରଣ: Kashṭasaha
(କଷ୍ଟସହା—ସ୍ତ୍ରୀ)

ସଂ. ବିଣ. ପୁଂ. (କଷ୍ଟ+ସହ ଧାତୁ+କର୍ତ୍ତୃ. ଅ) —

୧: କ୍ଳେଶ ସହିଷ୍ଣୁ; କ୍ଳେଶ ସହିବାରେ ଅଭ୍ୟସ୍ତ — ୧. Enduring hardship; inured to hardship.

୨: ଧୈର୍ୟ୍ୟଶୀଳ —୨. Patient.

୩: ପରିଶ୍ରମ ସହିତ କାର୍ଯ୍ୟ କରିବାରେ ଅଭ୍ୟସ୍ତ — ୩. Painstaking.