Jump to content

କଷ୍ଟସାଧ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ୍ଟସାଧ୍ୟ
ଉଚ୍ଚାରଣ: Kashṭasādhya

ସଂ. ବିଣ. (୩: ୟା ତତ; କଷ୍ଟ+ସାଧ୍ୟ) —

ଦୁଃସାଧ୍ୟ; କୃଚ୍ଛ୍ରସାଧ୍ୟ — Difficult of a accomplishment; to be accomplished with difficulty.