Jump to content

କଷ୍ଟାର୍ଜିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ୍ଟାର୍ଜିତ
ଉଚ୍ଚାରଣ: Kashṭārjita

ସଂ. ବିଣ (୩: ୟା ତତ୍; କଷ୍ଟ+ଅର୍ଜିତ) —

୧: ଦୁଃଖଲବ୍ଧ; ବହୁ କଷ୍ଟରେ ପ୍ରାପ୍ତ —୧. Hard-earned; got with great defficulty.

୨: ଆପଣାକୁ ବା ଅନ୍ୟକୁ କଷ୍ଟ ଦେଇ ଲବ୍ଧ ହୋଇଥିବା — ୨. Bad-earned; evil-earned; ill-begotten.