Jump to content

କଷ୍ଟାର୍ଥତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ୍ଟାର୍ଥତା
ଉଚ୍ଚାରଣ: Kashṭārthatā

ସଂ. ବି —

ଅର୍ଥଦୋଷବିଶେଷ — A defect in composition where it is diffcult to comprehend the author's meaning.

(ଯେଉଁ ସ୍ଥଳରେ କବିର ଉଦ୍ଦେଶ୍ୟ ବୁଝିବା କଷ୍ଟସାଧ୍ୟ ହୁଏ ଯଥା—

ୟମୁନା ବାହିନୀ ତଟବୁହବନୀ ଅବନୀ ବନାଇବାର ତେ, ୟଶ ରଖି ନିନ୍ଦାପଟଳିରୁ ବୃନ୍ଦା କରାଇଲାଟି ନିବାର ରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ୟ ଗୀତ)