Jump to content

କଷ୍ଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ୍ଟି
ଉଚ୍ଚାରଣ: Kashṭi

ସଂ. ବି (କଷ ଧାତୁ+ଭାବ. ତି) —

୧: (ସୁନା ପ୍ରଭୃତି) କଷିବା; ପରୀକ୍ଷା କରିବା — ୧. Testive of gold.

୨: (+ ଅଧିକରଣ. ତି) ସୁନା ପରୀକ୍ଷା କରିବାର ପଥର — ୨. Touchstone.

[ଦ୍ର—ଏ ପଥର ଉପରେ ସୁନାର ଗାର ପକାଇଲେ ସେହି ଗାରର ବର୍ଣ୍ଣରୁ ସୁନାର ପ୍ରକାର ଅନୁମତି ହୁଏ]