Jump to content

କଷ୍ଟୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଷ୍ଟୀ
ଉଚ୍ଚାରଣ: Kashṭi
(କଷ୍ଟିନୀ—ସ୍ତ୍ରୀ)

ସଂ. ବିଣ. ପୁଂ.—(କଷ୍ଟ+ଅଛି ଅର୍ଥରେ. ଇନ୍;୧: ମା. ୧: ବ.) —

୧: କଷ୍ଟ ଭୋଗ କରିଥିବା —୧. Having undergone great hardship.

୨: ଦୁଃଖଭୋଗକାରୀ — ୨. Suffering much hardship.

ଦେ. ବିଣ. ସ୍ତ୍ରୀ —

କଷ୍ଟଭୋଗକାରିଣୀ ସ୍ତ୍ରୀ — (woman) Undergoing much suffering.

ମୋର କର ଧରି ଆରେ ବିମ୍ବଓଷ୍ଠି ହୋଇଲୁ ଏ ବନକୁ ଆସି ଏଡ଼େ କଷ୍ଟୀ କୃଷ୍ଣସିଂହ. ମହାଭାରତ. ବନ