କଷ୍ଟ ପାଇବା
ଦେଖଣା
କଷ୍ଟ ପାଇବା —
ଉଚ୍ଚାରଣ: Kashṭa pāiba
কষ্ঠ পাওয়া
कष्टपाना
ଦେ. କ୍ରି. (ସଂ. କଷ୍ଟ+ପ୍ର+ଆପ ଧାତୁ) —
୧: ଦୁଃଖଭୋଗ କରିବା —୨. To suffer; to be distressed.
୨: ପ୍ରସବବେଦନା ଅନୁଭବ କରିବା; ଶୁଳ ଖାଇବା — ୨. To undergo labour-pains.